STORYMIRROR

ବତାସ ସାଧୁଛି ଦାଉ ଗଛ ନାହିଁବୋଲି ଜଳବାୟୁ ଯାଏ ତାତି ଗଛ ଯୋଗୁ ହସେ ମାଟି ହସେ ପବନ ଆସ ଭରିଦେବା ସବୁଜିମା ଗଛ ଆମ ଜୀବନ ଉଣା ବଡ ଅଫିସର ହସ ବାଣୀ ଆସ ହେବ ରାଜରାଣୀ ଆଜି ଅଝଟ ତାତି

Oriya ଗଛ ଯୋଗୁ ଉଣା ହେବ ପୃଥିବୀର ତାତି Poems